କୋଲ୍ଡ୍ ଡେ’ କ’ଣ ? କେତେବେଳେ ସରକାର କୋଲ୍ଡ ଡେ’ର ଘୋଷଣା କରନ୍ତି?
Cold day: ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଗତ କିଛିଦିନ ହେବ ଶୀତ ବଢ଼ିଛି। ହଠାତ୍ ତାପମାତ୍ରା କମିବାରୁ ଉତ୍ତରପ୍ରଦେଶ ସରକାର ଥଣ୍ଡା ଦିନ ଘୋଷଣା କରିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି କୋଲ୍ଡ ଡେ’ କ’ଣ ହୋଇଥାଏ ? ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅନେକ ରାଜ୍ୟରେ ତାପମାତ୍ରା ମାଇନସ୍ରେ ପହଞ୍ଚିଛି। ଯେଉଁଥିପାଇଁ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି … Continue reading କୋଲ୍ଡ୍ ଡେ’ କ’ଣ ? କେତେବେଳେ ସରକାର କୋଲ୍ଡ ଡେ’ର ଘୋଷଣା କରନ୍ତି?
Copy and paste this URL into your WordPress site to embed
Copy and paste this code into your site to embed