LMS ଡ୍ରୋନ୍ କ’ଣ ? ଯାହାକୁ ଅପରେସନ ସିନ୍ଦୂରରେ ଭାରତ କରିଛି ବ୍ୟବହାର
ଭାରତ ପାକିସ୍ତାନର ଅନେକ ଆତଙ୍କବାଦୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି। ଏଥିରେ ଭାରତୀୟ ସେନା ପାକିସ୍ତାନର ୪ଟି ଏବଂ ପିଓକେର ୫ଟି ଆଡ୍ଡାକୁ ଟାର୍ଗେଟ କରିଛି, ଯେଉଁଥିରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତର ଏହି ଆକ୍ରମଣକୁ କିଛିଦିନ ତଳେ ହୋଇଥିବା ପହଲଗାମ ଆକ୍ରମଣର ପ୍ରତିଶୋଧ କାର୍ଯ୍ୟଭାବେ ଦେଖାଯାଉଛି। ଏହାକୁ ଅପରେଶନ ସିନ୍ଦୂର ନାମ ଦିଆଯାଇଛି। ଏହି ଅପରେଶନରେ ସେନାର ତିନିଟି ଶାଖା ଅର୍ଥାତ୍ ଆର୍ମୀ, ଏୟାରଫୋର୍ସ ଏବଂ ନେଭି ମିଳିତଭାବେ କ୍ରିୟାନ୍ୱିତ କରିଛନ୍ତି। ଅପରେଶନ … Continue reading LMS ଡ୍ରୋନ୍ କ’ଣ ? ଯାହାକୁ ଅପରେସନ ସିନ୍ଦୂରରେ ଭାରତ କରିଛି ବ୍ୟବହାର
Copy and paste this URL into your WordPress site to embed
Copy and paste this code into your site to embed