ଆକ୍ଟ ଅଫ୍ ୱାର୍ କ’ଣ? ଏହା କ’ଣ ପାକିସ୍ତାନ ବିରୋଧରେ ଭାରତର ଇସ୍ରାଏଲୀ ନୀତି?

ପାକିସ୍ତାନ ସହ ସୀମାରେ ନିରନ୍ତର ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭବିଷ୍ୟତରେ ଦେଶରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକୁ ଭାରତ ବିରୁଦ୍ଧରେ ଯୁଦ୍ଧର କାର୍ଯ୍ୟାନୁଷ୍ଠାନ ବା ‘ଆକ୍ଟ ଅଫ୍‌ ଓ୍ୱାର’ଭାବେ ଗ୍ରହଣ କରାଯିବ। ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭବିଷ୍ୟତରେ ଘଟୁଥିବା ଆତଙ୍କବାଦୀ ଘଟଣାଗୁଡ଼ିକୁ ଯୁଦ୍ଧ ଆରମ୍ଭ କରିବାର ପ୍ରୟାସ ବୋଲି ଗଣାଯାଇ ସେହି ଅନୁଯାୟୀ ଜବାବ ଦିଆଯିବ। ଭାରତ ଏହା ପୂର୍ବରୁ … Continue reading ଆକ୍ଟ ଅଫ୍ ୱାର୍ କ’ଣ? ଏହା କ’ଣ ପାକିସ୍ତାନ ବିରୋଧରେ ଭାରତର ଇସ୍ରାଏଲୀ ନୀତି?