ମାଇନଲେୟର କ’ଣ? ଇରାନୀ ନୌସେନା ଭଳି କଣ ଭାରତ ଅଛି ଏପରି କ୍ଷମତା ! What is a minelayer? Does India have capability

ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ମଧ୍ୟରେ ହରମୁଜ ପ୍ରଣାଳୀ ଦେଇ ତେଲ ଟ୍ୟାଙ୍କରଗୁଡ଼ିକର ଗମନାଗମନ ଉପରେ ଲାଗୁ ହୋଇଛି କଟକଣା | ଯାହାକୁ ପ୍ରାୟତଃ ବିଶ୍ୱର ଜୀବନରେଖା କୁହାଯାଏ । ଇରାନ ଉପସାଗର ମଧ୍ୟରେ ବିପଦପୂର୍ଣ୍ଣ ନୌସେନା ଖଣି ବିଛାଇଥିବା ଅଭିଯୋଗ ପରେ , ସାରା ବିଶ୍ୱର ନଜର ରହିଛି ୟା ଉପରେ । ଆସନ୍ତୁ ବୁଝିବା, ସରଳ ଭାଷାରେ, ଏହି ନୌସେନା ଖଣିଗୁଡ଼ିକ କ’ଣ ଏବଂ ସେଗୁଡ଼ିକ କିପରି କାର୍ଯ୍ୟ କରେ… ଆମେରିକା-ଇରାନ ବିବାଦ … Continue reading ମାଇନଲେୟର କ’ଣ? ଇରାନୀ ନୌସେନା ଭଳି କଣ ଭାରତ ଅଛି ଏପରି କ୍ଷମତା ! What is a minelayer? Does India have capability