What has changed after Mohan? ।। ମୋହନଙ୍କ ପରେ କ’ଣ ବଦଳିଛି?

ରାଜ୍ୟରେ ବର୍ଷେ ହେଲା ସରକାର ବଦଳିଛି। ୨୪ ବର୍ଷ ହେଲା ନିରନ୍ତର ଶାସନ କରିଥିବା ନବୀନ ପଟ୍ଟନାୟକ ଏବେ ବିରୋଧୀ ଦଳରେ ବସିଛନ୍ତି। ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହେଉଛି। ଧ୍ୟାନ ନବୀନଙ୍କ ବିଫଳତା, ବିଜେଡିରେ ବିଶୃଙ୍ଖଳା, ପୂର୍ବଭଳି ପାଣ୍ଡିଆନ୍‍ଙ୍କ ପ୍ରଭାବ ପ୍ରଭୃତି ଅନେକ ଆଲୋଚନା ହୋଇଛି। ସୋସାଲ୍‍ ମିଡିଆରେ ବି ଏଗୁଡ଼ିକ ଅଗ୍ନି ସ୍ଫୁଲିଙ୍ଗ ଭଳି ବିସ୍ତାରିତ ହୋଇଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଗଲା ଏକ ବର୍ଷ ଭିତରେ କିଛି ପରିବର୍ତ୍ତନ ହୋଇଛି କି? … Continue reading What has changed after Mohan? ।। ମୋହନଙ୍କ ପରେ କ’ଣ ବଦଳିଛି?