What Does Trinity eat on the day of Rath Yatra? ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ କ’ଣ ହୁଏ ଭୋଗ?

ତାଙ୍କର ନାଁ ଯେମିତି ବଡ଼ ଠାକୁର, କାମ ମଧ୍ୟ ସେମିତି ତାଙ୍କର ବଡ଼, ତାଙ୍କ ଦେଉଳ ବଡ଼, ତାଙ୍କ ଦାଣ୍ଡ ବଡ଼, ତାଙ୍କ ନେତ ବଡ଼, ଖାଇବା ବି ତାଙ୍କର ବଡ଼। ସେଥି ପାଇଁ ତ ଜଗତ ତାଙ୍କୁ ବଡ଼ଖିଆ ଭାବେ ଜାଣନ୍ତି। ସେଥି ପାଇଁ ତ ଦିନରେ ତାଙ୍କର ଆନେକ ସେବା ସାଙ୍ଗକୁ ବିଭିନ୍ନ ଭୋଗ ଲାଗେ। ପୋଡ଼ ପିଠାରୁ ଖିଲି ପାନ ସବୁ ତାଙ୍କର ପ୍ରିୟ। ରତ୍ନ ସିଂହାସନରୁ ଅଣସର ଘର ସବୁଠି ତାଙ୍କର … Continue reading What Does Trinity eat on the day of Rath Yatra? ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ କ’ଣ ହୁଏ ଭୋଗ?