ନୂଆ ମେଣ୍ଟର ଅର୍ଥ କଣ? ରାଜନୀତିର ଅଦ୍ଭୁତ ଚିତ୍ର! || What does the new covenant mean? The strange picture of politics

ରାଜ୍ୟ ରାଜନୀତିରେ ଏବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା କିଛି ବର୍ଷ ପୂର୍ବରୁ କଳ୍ପନା କରିବା ମଧ୍ୟ କଠିନ ଥିଲା। ରାଜନୀତିର ମଞ୍ଚରେ ଯେଉଁ ଦଳମାନେ ବର୍ଷୋ ବର୍ଷ ଧରି ପରସ୍ପରଙ୍କୁ ବିରୋଧ କରିଆସୁଥିଲେ, ଆଜି ସେମାନେ ହଠାତ୍ ଗୋଟିଏ ମଞ୍ଚରେ ଆସି ହାତ ମିଳାଉଛନ୍ତି। ଏହି ରାଜନୀତିକ ନାଟକକୁ ବୁଝିବା ପାଇଁ ଆଉ ଗୋଟିଏ ଉଦାହରଣ ମନକୁ ଆସେ — ବିକ୍ରମ ଓ ବେତାଳର କାହାଣୀ। ସେହି କାହାଣୀରେ ବେତାଳ ସବୁବେଳେ ରାଜା … Continue reading ନୂଆ ମେଣ୍ଟର ଅର୍ଥ କଣ? ରାଜନୀତିର ଅଦ୍ଭୁତ ଚିତ୍ର! || What does the new covenant mean? The strange picture of politics