ଦିଲ୍ଲୀ ନିର୍ବାଚନ ଫଳାଫଳ ଓଡ଼ିଶାକୁ କି ଇଙ୍ଗିତ ଦେଉଛି?

 Delhi Election: ଅନେକ ଆଲୋଚନା, ତର୍କ ଓ ପରିବର୍ତ୍ତିତ ରାଜନୀତି ଭିତରେ ଭାରତର ରାଜଧାନୀ କ୍ଷେତ୍ର ଦିଲ୍ଲୀ ଶାସନରେ ପରିବର୍ତ୍ତନ ହେବାକୁ ଯାଉଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଚାଲିଥିବା ଗଣତିର ଧାରା ଏହାକୁ ସ୍ପଷ୍ଟ କରୁଛି। ପ୍ରାରମ୍ଭିକ ପର୍ଯ୍ୟାୟ ହୋଇଥିଲେ ମଧ୍ୟ ଏହି ଫଳାଫଳ ଏକ୍‍ଜିଟ୍‍ ପୋଲ ଅନୁମାନକୁ ସଟିକ ପ୍ରମାଣିତ କରୁଛି। ଅର୍ଥାତ୍‍ ୨୭ ବର୍ଷ ପରେ ଭାରତୀୟ ଜନତା ପାର୍ଟିର ଦ୍ୱିତୀୟ ପିଢ଼ିର ନେତାମାନେ ଦିଲ୍ଲୀର ମଙ୍ଗ ଧରିବାକୁ ଯାଉଛନ୍ତି। ଏହା ବିଜେପି ଓ … Continue reading ଦିଲ୍ଲୀ ନିର୍ବାଚନ ଫଳାଫଳ ଓଡ଼ିଶାକୁ କି ଇଙ୍ଗିତ ଦେଉଛି?