ବିଜେପିରେ ବଢ଼ୁଥିବା ବୈଜୟନ୍ତ ପଣ୍ଡା ଏବେ ଓଡ଼ିଶା ନେତାଙ୍କ ଲାଗି ହୋଇପାରନ୍ତି ଝଡ଼

Baijayant Panda: ଦିଲ୍ଲୀ ନିର୍ବାଚନରେ ପ୍ରଭାରୀ ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରିଥିବା ବୈଜୟନ୍ତ ପଣ୍ଡା ଏବେ ଭାରତୀୟ ଜନତା ପାର୍ଟିରେ ଅଧିକ ଗୁରୁତ୍ୱ ପାଇପାରନ୍ତି। ହେଲେ ଏହା ଚିରାଚରିତଭାବେ ଓଡ଼ିଶାରେ ବିଜେପି ରାଜନୀତିରୁ ‘ରେବଡ଼ି’ ଖାଉଥିବା ନେତାଙ୍କୁ ହଜମ ହୋଇନପାରେ।  ଦିଲ୍ଲୀ ନିର୍ବାଚନରେ ବିଜେପିର ଅପ୍ରତ୍ୟାଶିତ ବିଜୟ ଆଜି ରାଜନୀତିକ ଓ ଗଣମାଧ୍ୟମର ଚର୍ଚ୍ଚାରେ ରହିଛି। ନିର୍ବାଚନ କମିଶନଙ୍କ ତଥ୍ୟକୁ ବିଚାରକୁ ନେଲେ ବିଜେପି ୭୦ ଆସନ ବିଶିଷ୍ଟ ବିଧାନସଭାର ୪୮ଟି ଆସନରେ ନିଜର ବିଜୟ … Continue reading ବିଜେପିରେ ବଢ଼ୁଥିବା ବୈଜୟନ୍ତ ପଣ୍ଡା ଏବେ ଓଡ଼ିଶା ନେତାଙ୍କ ଲାଗି ହୋଇପାରନ୍ତି ଝଡ଼