ଏ ଯୁଦ୍ଧରୁ ଆମେ କ’ଣ ଶିଖିଲୁ

ପାକିସ୍ତାନ ସହ ଯୁଦ୍ଧ କିଛି ନୂଆ କଥା ନୁହେଁ। ଜନ୍ମ ହେବା ଦିନଠାରୁ ପାକିସ୍ତାନ ଭାରତ ସହ ଯୁଦ୍ଧ କରି ଆସୁଛି। ପାକିସ୍ତାନ ସବୁବେଳେ ଭାରତକୁ ଉସ୍‍କାଉଛି, ଆକ୍ରମଣ କରୁଛି, ପ୍ରତି ଆକ୍ରମଣ ପରେ ନରମୁଛି। ଏଥର ବି ସେଇ ସ୍ଥିତି ହୋଇଛି, କିନ୍ତୁ ସ୍ଥାନ, କାଳ, ପାତ୍ର ବଦଳିଛି। ଏଥର ଭାରତ ସିଧାସଳଖ ଆତଙ୍କୀଙ୍କ ଶିବର ଉପରେ ଆକ୍ରମଣ କରିଛି। ଧାର୍ମିକ ସ୍ଥଳର ଆଢ଼ୁଆଳରେ ଥିଲେବି ତାହାକୁ ଭ୍ରୁକ୍ଷେପ କରିନାହିଁ ଭାରତ। ଖାଲି ସେତିକି ନୁହେଁ … Continue reading ଏ ଯୁଦ୍ଧରୁ ଆମେ କ’ଣ ଶିଖିଲୁ