ଭାରତରେ ଜରୁରୀକାଳୀନ ସ୍ଥିତିର ୫୦ ବର୍ଷ ପୂରଣ ହୋଇଛି। ୧୯୭୫ ମସିହା ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଫଖରୁଦ୍ଦୀନ ଅଲୀ ଅହମଦ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ। ପ୍ରାୟ ୨୧ ମାସ ଧରି ଚାଲିଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ କେନ୍ଦ୍ର ସରକାର ଅନେକ ଆଇନରେ ପରିବର୍ତ୍ତନ କରିଥିଲେ। କିଛି ନୂଆ ଅଧ୍ୟାଦେଶ ଜାରି କରାଯାଇଥିଲା। ବିପକ୍ଷ ନେତାମାନଙ୍କୁ ଜେଲରେ ପୁରାଯାଇଥିଲା। ଏହି ସମସ୍ତ ପରିସ୍ଥିତିକୁ ନେଇ ବିଭିନ୍ନ … Continue reading What did the American and British media write about Indira Gandhi during the Emergency?।। ଏମରଜେନ୍ସି କାଳରେ ଇନ୍ଦିରଙ୍କୁ ନେଇ ଆମେରିକୀୟ ଓ ବ୍ରିଟିଶ ଗଣମାଧ୍ୟମ କ’ଣ ଲେଖିଥିଲା ?
Copy and paste this URL into your WordPress site to embed
Copy and paste this code into your site to embed