What did Modi say in Brazil BRICS? ।। ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା : ବ୍ରାଜିଲରେ କଣ କହିଲେ ମୋଦୀ?

ବ୍ରାଜିଲର ରିଓ ଡି ଜେନେରୋ ଠାରେ ରବିବାର ଦିନ ଆରମ୍ଭ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶ୍ଵିକ ସଂସ୍ଥାଗୁଡ଼ିକ ଉପରେ ସାଙ୍ଘାତିକ ଭାବରେ ବର୍ଷିଛନ୍ତି । ଏହି ସଂସ୍ଥାଗୁଡ଼ିକର କର୍ଯ୍ୟପ୍ରଣାଳୀ ଉପରେ ଆପତ୍ତି ଉଠାଇ ସେ କହିଛନ୍ତି ଯେ ଏମାନେ ସଂଘର୍ଷକୁ ରୋକିପାରୁ ନାହାନ୍ତି। ମହାମାରୀ ଓ ଆର୍ଥିକ ସଂକଟର ମୁକାବିଲା କରିପାରୁ ନାହାନ୍ତି। ଏପରିକି ସାଇବର ଓ ମହାକାଶ କ୍ଷେତ୍ରରେ ଦେଖାଦେଉଥିବା ନୂଆ ବିପଦକୁ ନେଇ କିଛି ସମାଧାନ ବି ଦେଇପାରୁ ନାହାନ୍ତି। … Continue reading What did Modi say in Brazil BRICS? ।। ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା : ବ୍ରାଜିଲରେ କଣ କହିଲେ ମୋଦୀ?