ଜାତୀୟ ସଙ୍ଗୀତକୁ ନେଇ ନିୟମ କ’ଣ ଅଛି ? କ’ଣ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ହୋଇଛନ୍ତି ମୁହାଁମୁହିଁ

National anthem Guidelines: ତାମିଲନାଡୁ ବିଧାନସଭା ସମ୍ବିଧାନ ଏବଂ ଭାରତର ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଛି ବୋଲି ତାମିଲନାଡୁର ରାଜଭବନ ଅଭିଯୋଗ କରିଛି। ସେପଟେ ରାଜ୍ୟପାଳ ଜାଣିଶୁଣି ବିବାଦ ସୃଷ୍ଟି କରୁଛନ୍ତି ବୋଲି ସରକାର କହୁଛନ୍ତି। ଜାଣନ୍ତୁ କ’ଣ ରହିଛି ଜାତୀୟ ସଙ୍ଗୀତର ଗାଇଡଲାଇନ? ୨୦୨୫ ଜାନୁଆରୀ ୬ ତାରିଖରେ ତାମିଲନାଡୁ ରାଜ୍ୟପାଳ ଆର୍‍ ଏନ୍ ରବି ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଗୃହରେ ପାରମ୍ପରିକ ଅଭିଭାଷଣ ନ ଦେଇ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ … Continue reading ଜାତୀୟ ସଙ୍ଗୀତକୁ ନେଇ ନିୟମ କ’ଣ ଅଛି ? କ’ଣ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ହୋଇଛନ୍ତି ମୁହାଁମୁହିଁ