What are the achievements of the Mohan Sarkar? ଭୁଆଁ ବୁଲାଇ ବର୍ଷପୂର୍ତ୍ତି

ଏବେ ଓଡ଼ିଶା ସରକାର ଓ ଭାରତୀୟ ଜନତା ପାର୍ଟି ପାଖରେ ଗୋଟିଏ ଏଜେଣ୍ଡା। ଆଉ ସେ ଏଜେଣ୍ଡା ହେଲା ପ୍ରଚାର, ପ୍ରସାର। ଅର୍ଥାତ୍‍ ବାଇଦ ପିଟା ଅଭିଯାନ। ସବୁ ବିବାଦକୁ ପଛରେ ପକାଇ ସମସ୍ତଙ୍କୁ ଏହି ଏଜେଣ୍ଡା ପଛରେ ଲାଗିଯିବାକୁ ନିର୍ଦ୍ଦେଶ ବି ଦିଆଯାଇଛି। ଗତକାଲି ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ମୋଦୀ ସରକାରଙ୍କ ୧୧ ବର୍ଷ ପୂର୍ତ୍ତ ଏବଂ ଓଡ଼ିଶାରେ ମୋହନ ସରକାରଙ୍କ ୧ ବର୍ଷ ପୂର୍ତ୍ତିକୁ ନେଇ କିପରି … Continue reading What are the achievements of the Mohan Sarkar? ଭୁଆଁ ବୁଲାଇ ବର୍ଷପୂର୍ତ୍ତି