West Jharkhand in BJD’s legacy ।। ବିଜେଡି ଉତ୍ତରାଧିକାରୀରେ ପଶ୍ଚିମଝଡ଼

ରାଜନୀତିରେ ନିରବତା ଅନେକ ସମୟରେ ଶବ୍ଦଠାରୁ ବେଶି ଗଭୀର ଅର୍ଥ ବହନ କରେ। ବିଶେଷକରି ବିଜୁ ଜନତା ଦଳ ଭଳି ଏକ ଦଳରେ- ଯେଉଁଠି ଗୋଟିଏ ମାତ୍ର ନେତୃତ୍ୱ ଦୀର୍ଘ ତିନି ଦଶନ୍ଧି ଧରି ସବୁ ରାଜନୀତିକ ଧାରାକୁ ନିୟନ୍ତ୍ରଣ କରିଆସିଛି- ସେଠାରେ ‘ଉତ୍ତରାଧିକାରୀ’ ଶବ୍ଦ ଉଚ୍ଚାରିତ ହେବା ମାତ୍ରେ ଏକ ରାଜନୀତିକ ଘଟଣା ହୋଇଯାଏ। ଦୀର୍ଘ ସମୟ ଧରି ଦଳ ଭିତରେ ଏହି ପ୍ରସଙ୍ଗକୁ ନେଇ ଏକ ପ୍ରକାର ଅଲିଖିତ ନିଷେଧାଜ୍ଞା ଚାଲିଆସୁଥିଲା। କିନ୍ତୁ ହଠାତ୍‍ … Continue reading West Jharkhand in BJD’s legacy ।। ବିଜେଡି ଉତ୍ତରାଧିକାରୀରେ ପଶ୍ଚିମଝଡ଼