West Bengal cries for Bangladeshis: Wrote letter to Odisha for protection ।। ବାଂଲାଦେଶୀଙ୍କ ପାଇଁ ପଶ୍ଚିମବଙ୍ଗ କାନ୍ଦୁଛି : ସୁରକ୍ଷା ପାଇଁ ଓଡ଼ିଶାକୁ ଚିଠି ଲେଖିଲା

ଓଡ଼ିଶାରୁ ବାଂଲାଦେଶୀ ତଡ଼ିବା ପାଇଁ ସରକାର ସକ୍ରିୟ ହୋଇଥିବା ବେଳେ ପଶ୍ଚିମବଙ୍ଗ ଅନୁପ୍ରବେଶକାରୀଙ୍କ ପାଇଁ ଦରଦ ଦେଖାଉଛି। ପଶ୍ଚିମବଙ୍ଗର ମୁଖ୍ୟ ସଚିବ ମନୋଜ ପନ୍ତ ଗୁରୁବାର ତାଙ୍କ ଓଡ଼ିଶା ପ୍ରତିପକ୍ଷଙ୍କୁ ଚିଠି ଲେଖି ପଡ଼ୋଶୀ ରାଜ୍ୟର କିଛି ସ୍ଥାନରେ ବଙ୍ଗଳା ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ପ୍ରତି “ଉତ୍ପୀଡ଼ନ” ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ମନୋଜ ପନ୍ତ ଚିଠିରେ ଲେଖିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କୁ “ସେମାନେ ବଙ୍ଗଳା କହୁଥିବାରୁ ଟାର୍ଗେଟ କରାଯାଉଛି, ଯାହା ସେମାନଙ୍କର ମାତୃଭାଷା” ଏବଂ “ଅନ୍ୟାୟ … Continue reading West Bengal cries for Bangladeshis: Wrote letter to Odisha for protection ।। ବାଂଲାଦେଶୀଙ୍କ ପାଇଁ ପଶ୍ଚିମବଙ୍ଗ କାନ୍ଦୁଛି : ସୁରକ୍ଷା ପାଇଁ ଓଡ଼ିଶାକୁ ଚିଠି ଲେଖିଲା