ମଙ୍ଗଳ ଗ୍ରହରେ ଥିଲା ପିରାମିଡ୍ ଏବଂ ରାସ୍ତା। ସିଆଇଏର ଗୁପ୍ତ ରିପୋର୍ଟରୁ ମିଳିଛି ଆଶ୍ଚର୍ଯ୍ୟଜନକ ପ୍ରମାଣ

Mars Planet Life Experiment: ମଙ୍ଗଳ ଗ୍ରହ ଜୀବନ ପରୀକ୍ଷଣ: ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ର ଏକ ଗୋପନୀୟ ଦସ୍ତାବିଜରୁ ଜଣାପଡିଛି ଯେ ୭୦ ଓ ୮୦ ଦଶକରେ ମାଇକ୍ରୋସ୍କୋପିକ୍ ଆକାରରେ ମଙ୍ଗଳ ଗ୍ରହକୁ ମନୁଷ୍ୟ ପଠାଇବା ପାଇଁ ପରୀକ୍ଷଣ କରାଯାଇଥିଲା । ମଙ୍ଗଳ ଗ୍ରହରେ ଅନେକ ଦଶନ୍ଧି ଧରି ଜୀବ ଜଗତର ସନ୍ଧାନ ଜାରି ରହିଛି।  ଆମେରିକା, ଚୀନ, ଭାରତ ସମେତ ଅନେକ ଦେଶ ମଙ୍ଗଳ ଗ୍ରହ ଉପରେ ପରୀକ୍ଷା ନୀରିକ୍ଷା ଚଳାଇଛନ୍ତି।  ଆଗାମୀ … Continue reading ମଙ୍ଗଳ ଗ୍ରହରେ ଥିଲା ପିରାମିଡ୍ ଏବଂ ରାସ୍ତା। ସିଆଇଏର ଗୁପ୍ତ ରିପୋର୍ଟରୁ ମିଳିଛି ଆଶ୍ଚର୍ଯ୍ୟଜନକ ପ୍ରମାଣ