ଏହି ୫ଟି ଜିନିଷ ବିବାହ ଘରେ ନକାରାତ୍ମକ ଶକ୍ତି ଆଣିଥାଏ

Vastu Tips: ବିବାହ ଘରେ ସକାରାତ୍ମକ ଶକ୍ତି ବଜାୟ ରଖିବା ପାଇଁ କିଛି ଜିନିଷକୁ ଦୂର କରିବା ଅତ୍ୟନ୍ତ ଜରୁରୀ। ଉଦାହରଣ ସ୍ୱରୂପ, ବିବାହ ଘରେ ଶୁଖିଲା ଫୁଲ ରହିବା ଉଚିତ ନୁହେଁ । ଏପରି ଜିନିଷ କେବଳ ବିବାହ ଘରେ ନକାରାତ୍ମକ ଶକ୍ତି ଆଣିନଥାଏ ବରଂ ବାସ୍ତୁଦୋଷ ସହ ଜଡ଼ିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ବାସ୍ତୁ ଦୋଷ ସମସ୍ୟା ଥିବାରୁ ଘରର ଶୁଭ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ, … Continue reading ଏହି ୫ଟି ଜିନିଷ ବିବାହ ଘରେ ନକାରାତ୍ମକ ଶକ୍ତି ଆଣିଥାଏ