ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଭୀଷଣ ତାତି

Weather Update: ମାର୍ଚ୍ଚରୁ ଗରମରେ କଲବଲ କରିବେ ରାଜ୍ୟବାସୀ । ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ । ସମସ୍ତ ରେକର୍ଡ ଭାଙ୍ଗିବ ତାତି। ଏଥର ମାର୍ଚ୍ଚରୁ ଆରମ୍ଭ ହୋଇଯିବ ଗ୍ରୀଷ୍ମ ଲହରୀ । ଯାହାର ସୂଚନା ଜାରି କରିଛି ପାଣିପାଗ ବିଭାଗ । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବା ସହ ପ୍ରବଳ ଗରମରେ କଲବଲ କରିବେ ରାଜ୍ୟବାସୀ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ … Continue reading ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଭୀଷଣ ତାତି