ତାଣ୍ଡବ ରଚିବ କାଳବୈଶାଖୀ: ୫ ଦିନ ବର୍ଷା ସହ ବର୍ଷିବ କୁଆପଥର

Weather Update: ପୁଣି ତାଣ୍ଡବ ରଚୁଛି କାଳବୈଶାଖୀ । ୫ ଦିନ ବର୍ଷା ସହ ବର୍ଷିବ କୁଆପଥର । ଘଡ଼ଘଡ଼ି ଓ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଆସନ୍ତା ୫ ଦିନ ଯାଏ ଘଡ଼ଘଡ଼ି ସହ ପ୍ରବଳ କୁଆପଥର ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ଓ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ … Continue reading ତାଣ୍ଡବ ରଚିବ କାଳବୈଶାଖୀ: ୫ ଦିନ ବର୍ଷା ସହ ବର୍ଷିବ କୁଆପଥର