ଆମେ କାମ କରିବୁନି, ଆମର ଭଲ ପ୍ରଚାର କର! || We will work, spread our good news!

ସରକାରୀ ସଫଳତା ପ୍ରଚାର ପାଇଁ କ୍ରିଏଟର ଆଉଟ୍ରିଚ୍, ବିରୋଧୀଙ୍କ ପ୍ରଶ୍ନ—ବିକାଶ ନା ପ୍ରଚାର? ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଗତ କିଛି ସପ୍ତାହ ଧରି ସରକାରୀ କାର୍ଯ୍ୟକ୍ରମ ଓ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଶେଷ ପ୍ରଚାର ଅଭିଯାନ ଚାଲିଥିବା ଦେଖାଯାଉଛି। ଏହା ଅନ୍ତର୍ଗତ ମନ୍ତ୍ରୀ ଓ ସରକାରୀ ପ୍ରତିନିଧିମାନେ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ବେଳେ ସୋସିଆଲ ମିଡିଆ କ୍ରିଏଟର ଓ ଡିଜିଟାଲ କଣ୍ଟେଣ୍ଟ ନିର୍ମାତାଙ୍କ ସହ ବୈଠକ ମଧ୍ୟ ଆୟୋଜନ କରାଯାଉଛି। … Continue reading ଆମେ କାମ କରିବୁନି, ଆମର ଭଲ ପ୍ରଚାର କର! || We will work, spread our good news!