“ଚୀନ୍‌ର ଜାମ୍ମୁ-କାଶ୍ମୀର ଓ ଲଦାଖରେ ବେଜିଂର ବେଆଇନ କବ୍‌ଜା, ସାର୍ବଭୌମତ୍ୱର ଉଲ୍ଲଂଘନ ସହିବୁ ନାହିଁ”:ଭାରତ || “We will not tolerate Beijing’s illegal occupation, violation of sovereignty in Jammu and Kashmir and Ladakh”:India

“ମନିଲାରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କ ମଧ୍ୟରେ ସାକ୍ଷାତକାର ପରେ ବେଜିଂର ଦାବିକୁ ଖଣ୍ଡନ କଲା ନୂଆଦିଲ୍ଲୀ। ୧୯୬୩ ମସିହାରୁ ଭାରତୀୟ ଭୂଖଣ୍ଡରେ ଚୀନ୍‌ର ବେଆଇନ ସ୍ଥିତି ଓ ନିର୍ମାଣ କାର୍ଯ୍ୟକୁ ନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର କଡ଼ା ଚେତାବନୀ।” ସୀମା ବିବାଦ ଏବଂ କୂଟନୈତିକ ସମ୍ପର୍କକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଚାଲିଥିବା ଟଣାଓଟରା ମଧ୍ୟରେ ନୂଆଦିଲ୍ଲୀ ପକ୍ଷରୁ ବେଜିଂକୁ ଏକ କଡ଼ା ଏବଂ ସ୍ପଷ୍ଟ … Continue reading “ଚୀନ୍‌ର ଜାମ୍ମୁ-କାଶ୍ମୀର ଓ ଲଦାଖରେ ବେଜିଂର ବେଆଇନ କବ୍‌ଜା, ସାର୍ବଭୌମତ୍ୱର ଉଲ୍ଲଂଘନ ସହିବୁ ନାହିଁ”:ଭାରତ || “We will not tolerate Beijing’s illegal occupation, violation of sovereignty in Jammu and Kashmir and Ladakh”:India