ଯାଜପୁରରେ ୭ଟି ସ୍ଥାନରେ ଘାଇ ଭାଙ୍ଗି ମାଡ଼ିଆସିଲା ପାଣି, ବନ୍ୟା କରାଳରେ ବୁଡ଼ିଲା ୨୫୦ରୁ ଊର୍ଦ୍ଧ୍ୱ ଗାଁ || Water broke through 7 places in Jajpur, more than 250 villages submerged in floodwaters

ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା ଏବଂ ବୁଢ଼ା ନଦୀରେ ଅଚାନକ୍‌ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ଓ ଭୟାବହ ରୂପ ଧାରଣ କରିଛି। ଜିଲ୍ଲାର ବିଭିନ୍ନ ପ୍ରମୁଖ ନଦୀ ଓ ଶାଖା ନଦୀଗୁଡ଼ିକର ୭ଟି ପୃଥକ୍‌ ପୃଥକ୍‌ ସ୍ଥାନରେ ବଡ଼ ବଡ଼ ଘାଇ ସୃଷ୍ଟି ହୋଇ ପ୍ରଚଣ୍ଡ ବେଗରେ ବନ୍ୟାଜଳ ଗ୍ରାମାଞ୍ଚଳ ଆଡ଼କୁ ମାଡ଼ିଯାଇଛି। ଏହାଦ୍ୱାରା ଜିଲ୍ଲାର ୧୦୦ଟି ପଞ୍ଚାୟତ ଅନ୍ତର୍ଗତ ୨୫୦ରୁ ଊର୍ଦ୍ଧ୍ୱ ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଥିବା … Continue reading ଯାଜପୁରରେ ୭ଟି ସ୍ଥାନରେ ଘାଇ ଭାଙ୍ଗି ମାଡ଼ିଆସିଲା ପାଣି, ବନ୍ୟା କରାଳରେ ବୁଡ଼ିଲା ୨୫୦ରୁ ଊର୍ଦ୍ଧ୍ୱ ଗାଁ || Water broke through 7 places in Jajpur, more than 250 villages submerged in floodwaters