ନବୀନଙ୍କ ଦରବାର ଯାଉନାହାନ୍ତି କିନ୍ତୁ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି ପାଣ୍ଡିଆନ : ମନ୍ମଥ ରାଉତରାୟ

ବିଜେଡିରେ ପାଣ୍ଡିଆନଙ୍କ ସ୍ଥିତି କ’ଣ ? ଏବେବି କ’ଣ ନବୀନ ନିବାସ ତାଙ୍କ ନିୟନ୍ତ୍ରଣରେ ଅଛି ? ଏଭଳି ପ୍ରଶ୍ନ ଅନେକ ସମୟରେ ଉଠୁଛି । ଭି.କେ ପାଣ୍ଡିଆନଙ୍କ ପ୍ରଭାବ ଏବେ ମଧ୍ୟ ବିଜେଡିରେ ରହିଛି ବୋଲି ଅନେକ କହୁଛନ୍ତି । ଏହିଭଳି ସମୟରେ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବୟାନ ଆସିଛି । ଶନିବାର ଦିନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ଆଗରୁ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଥିଲେ । ଏବେ … Continue reading ନବୀନଙ୍କ ଦରବାର ଯାଉନାହାନ୍ତି କିନ୍ତୁ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି ପାଣ୍ଡିଆନ : ମନ୍ମଥ ରାଉତରାୟ