Sonia Gandhi On Voter Roll Before Citizenship?।। ସୋନିଆ ଗାନ୍ଧୀଙ୍କ ଭୋଟ ପରିଚୟପତ୍ର ଭାରତୀୟ ନାଗରିକତା ମିଳିବା ଆଗରୁ ତିଆରି ହୋଇଥିଲା !

ପୂର୍ବତ୍ତନ କଂଗ୍ରେସ ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ଏକ ଫୌଜଦାରୀ ମାମଲାରେ ଅଭିଯୋଗ ଦାଖଲ ହୋଇଥିବା ବେଳେ ଏହାର ଶୁଣାଣି ପାଇଁ ଦିଲ୍ଲୀର ଏକ କୋର୍ଟ ସେପ୍ଟେମ୍ବର ୧୦ ତାରିଖକୁ ତାରିଖ ଧାର୍ଯ୍ୟ କରିଛନ୍ତି। ସୋନିଆ ବିରୋଧରେ ଦାଖଲ ହୋଇଥିବା ଏଫଆଇଆରରେ ଅଭିଯୋଗ କରାଯାଇଛି ଯେ ତାଙ୍କନାମ ଭାରତୀୟ ନାଗରିକ ହେବା ପୂର୍ବରୁ ଭୋଟର ତାଲିକାରେ ଥିଲା। ଆଇନଜୀବୀ ବିକାଶ ତ୍ରିପାଠି ଏହି ଅଭିଯୋଗ ଦାଖଲ କରିଛନ୍ତି।  ୧୯୮୦ ମସିହାରେ ଭୋଟର ତାଲିକାରେ ନାମ … Continue reading Sonia Gandhi On Voter Roll Before Citizenship?।। ସୋନିଆ ଗାନ୍ଧୀଙ୍କ ଭୋଟ ପରିଚୟପତ୍ର ଭାରତୀୟ ନାଗରିକତା ମିଳିବା ଆଗରୁ ତିଆରି ହୋଇଥିଲା !