ମୋହନଙ୍କୁ ସତର୍କ ଘଣ୍ଟି! || Warning bell for Mohan!

ଓଡ଼ିଶାର ରାଜନୈତିକ ମାନଚିତ୍ରରେ ୨୪ ବର୍ଷ ପରେ ଏକ ବଡ଼ ପରିବର୍ତ୍ତନ ଆସିଲା। ଭାରତୀୟ ଜନତା ପାର୍ଟିର ଏକକ ସଂଖ୍ୟାଗରିଷ୍ଠତା ସରକାର ଗଠନ ହେଲା। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ୱ ନେଲେ ଏବଂ ତାଙ୍କୁ ସାଙ୍ଗଠନିକ ସ୍ତରରେ ଶକ୍ତି ଯୋଗାଇଲେ ରାଜ୍ୟ ସଭାପତି ମନମୋହନ ସାମଲ। କିନ୍ତୁ ଶାସନ ଗାଦିରେ ବସିବାର ମାତ୍ର ୨୨ମାସ ମଧ୍ୟରେ ସରକାରଙ୍କ ଭାବମୂର୍ତ୍ତି ଏବେ ଦୋହଲିବାକୁ ଆରମ୍ଭ କଲାଣି। ଏହାର ମୁଖ୍ୟ କାରଣ ସାଜିଛନ୍ତି ମନ୍ତ୍ରିମଣ୍ଡଳର ଦୁଇ ପ୍ରମୁଖ … Continue reading ମୋହନଙ୍କୁ ସତର୍କ ଘଣ୍ଟି! || Warning bell for Mohan!