ଯୁଦ୍ଧ ପ୍ରସ୍ତୁତି ଜୋରଦାର || War preparations are strong.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଏକ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ କରିସାରିଛନ୍ତି। ଏହି ଯୁଦ୍ଧ ଏକାସଙ୍ଗେ ଦୁଇଟି ମୋର୍ଚ୍ଚାରେ ଲଢ଼ାଯାଉଛି। ପ୍ରଥମଟି ହେଉଛି ସୀମାପାର୍‌ରେ ଶତ୍ରୁ ପାକିସ୍ତାନ ବିରୋଧରେ ଏବଂ ଦ୍ୱିତୀୟଟି ହେଉଛି ଦେଶ ଭିତରେ ରାଜନୈତିକ ମୋର୍ଚ୍ଚାରେ ନକରାତ୍ମକତା ଓ ଅରାଜକତା ଫେଲାଉଥିବା ବିରୋଧୀ ଦଳଙ୍କ ବିରୋଧରେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ହଜିରା ପ୍ରତିରକ୍ଷା ପ୍ଲାଣ୍ଟ ପରିଦର୍ଶନ କରି ଭାରତର ସବୁଠାରୁ ଆଧୁନିକ ସ୍ୱଦେଶୀ ‘ଜୋରାବର ଟ୍ୟାଙ୍କ’ ଏବଂ ‘K9 ବଜ୍ର ଟ୍ୟାଙ୍କ’ର … Continue reading ଯୁଦ୍ଧ ପ୍ରସ୍ତୁତି ଜୋରଦାର || War preparations are strong.