War begins between America and China! Wetlands in Nepal ।। ଆମେରିକା – ଚୀନ ମଧ୍ୟରେ ଯୁଦ୍ଧ ଆାରମ୍ଭ ! ରଣଭୂମି ପାଲଟିଛି ନେପାଳ ।

ନେପାଳରେ ଛାତ୍ରମାନଙ୍କ ପ୍ରବଳ ବିରୋଧ ମଧ୍ୟରେ । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦୁବାଇ ପଳାଇବା ପାଇଁ ଯୋଜନା । ଅନ୍ୟପକ୍ଷରେ, ନେପାଳ ସରକାରଙ୍କ ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କୃଷିମନ୍ତ୍ରୀଙ୍କ ସମେତ ୧୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କିନ୍ତୁ ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଦାବି କରୁଛନ୍ତି । ନିକଟରେ ନେପାଳର କେପି ଶର୍ମା ଓଲି ସରକାର ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ୟୁଟ୍ୟୁବ୍ ସମେତ ୨୬ଟି ସୋସିଆଲ ମିଡ଼ିଆ ସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି … Continue reading War begins between America and China! Wetlands in Nepal ।। ଆମେରିକା – ଚୀନ ମଧ୍ୟରେ ଯୁଦ୍ଧ ଆାରମ୍ଭ ! ରଣଭୂମି ପାଲଟିଛି ନେପାଳ ।