ଓ୍ଵାକଫ୍ ଜମି: ୧୦୦ ବର୍ଷରେ ଓ୍ଵାକଫ୍ ବୋର୍ଡର ୧୮ ଲକ୍ଷ ଏକର ଜମି ଥିଲା, ୧୨ ବର୍ଷରେ ୨୧ ଲକ୍ଷ ଏକର ଜମି ଯୋଡ଼ାଯାଇଛି

Waqf land: ଦ୍ୱାଦଶ ଶତାବ୍ଦୀରେ ଦୁଇଟି ଗାଁର ଉପହାରରୁ ଭାରତରେ ୱାକଫର ଇତିହାସ ଆରମ୍ଭ ହୋଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ କହିଛନ୍ତି ଯେ ୧୯୧୩ରୁ ୨୦୧୩ ମଧ୍ୟରେ ୱାକଫ୍ ବୋର୍ଡର ୧୮ ଲକ୍ଷ ଏକର ଜମି ଥିଲା। ତେବେ ଗତ ୧୨ ବର୍ଷ ମଧ୍ୟରେ ୨୧ ଲକ୍ଷ ଏକର ଜମି ଯୋଡ଼ାଯାଇଛି। ୨୦୧୩ରେ ୧୯୯୫ ର ୱାକଫ ଆଇନରେ ସଂଶୋଧନ କରାଯାଇଥିଲା । ବୁଧବାର ଆଗତ ୱାକଫ୍ ସଂଶୋଧନ ବିଲ୍ ୨୦୨୪ ଉପରେ ବିତର୍କ … Continue reading ଓ୍ଵାକଫ୍ ଜମି: ୧୦୦ ବର୍ଷରେ ଓ୍ଵାକଫ୍ ବୋର୍ଡର ୧୮ ଲକ୍ଷ ଏକର ଜମି ଥିଲା, ୧୨ ବର୍ଷରେ ୨୧ ଲକ୍ଷ ଏକର ଜମି ଯୋଡ଼ାଯାଇଛି