ୱାକଫ୍ ବୋର୍ଡ୍ କଣ ଓ କେବେ ଏହାର କ୍ଷମତା ବଢ଼ିଥିଲା,କାହିଁକି ମୋଦି ସରକାର ଆଣିଲେ ନୂଆ ୱାକଫ ବିଧେୟକ ?

Waqf Board: ନରେନ୍ଦ୍ର ମୋଦୀ ସରକାର ଓ୍ଵାକଫ୍ ବୋର୍ଡର ଅଧିକାରକୁ କମ୍ କରିବା ପାଇଁ ସଂସଦରେ ନୂଆ ବିଲ୍ ଆଣିଛନ୍ତି। ଏହି ନୂଆ ବିଧେୟକ ସଂସଦ ଦ୍ୱାରା ଗୃହିତ ହେଲେ କୌଣସି ଜମିକୁ ନିଜର ସମ୍ପତ୍ତି ଅର୍ଥାତ୍ ଓ୍ଵାକଫ୍ ସମ୍ପତ୍ତି ବୋଲି ଦାବି କରିବାର ୱାକଫ କ୍ଷମତା ଉପରେ ରୋକ୍ ଲଗାଯିବ। ସୂତ୍ର ଅନୁସାରେ, ଶୁକ୍ରବାର କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଓ୍ଵାକଫ୍ ଆଇନ ସହ ଜଡ଼ିତ ୪୦ଟି ସଂଶୋଧନ ଉପରେ ଆଲୋଚନା ପରେ ଏହାକୁ ଅନୁମୋଦନ ଦିଆଯାଇଛି। … Continue reading ୱାକଫ୍ ବୋର୍ଡ୍ କଣ ଓ କେବେ ଏହାର କ୍ଷମତା ବଢ଼ିଥିଲା,କାହିଁକି ମୋଦି ସରକାର ଆଣିଲେ ନୂଆ ୱାକଫ ବିଧେୟକ ?