ଓ୍ଵାକଫ୍ ନିଆଁ: ପ୍ରଭାତ କହିଲେ ମୁଖ୍ୟ ଖଳନାୟକ ପାଣ୍ଡିଆନ

BJD: ଏହା ସହିତ ଦଳ ବୁଡିବା ପାଇଁ ପାଣ୍ଡିଆନ ଦାୟୀ ବୋଲି ମଧ୍ୟ କହିଛନ୍ତି ପ୍ରଭାତ। ତାଙ୍କର କାର୍ଯ୍ୟକଳାପ ପାଇଁ ନିର୍ବାଚନ ଫଳ ଭୋଗିଲୁ ବୋଲି କହିଛନ୍ତି ପ୍ରଭାତ। ନବୀନ ପଟ୍ଟନାୟକ ଏବେ ପାଣ୍ଡିଆନଙ୍କ କଥାରେ ଯାଉଥିବା ଧାରଣା ହେଉଛି। ଏବେ ବି ସମୟ ଅଛି ସେ ଯଦି ଆଗକୁ ଆସି ଦଳକୁ ହ୍ୟାଣ୍ଡେଲ କରନ୍ତି ତେବେ ସବୁ ଠିକ ହୋଇଯିବ ବୋଲି କହିଛନ୍ତି ପ୍ରଭାତ। ବିଜେଡ଼ିରେ ଏବେ ଲାଗିଛି ଓ୍ୱାକଫ ବିଲ ନିଆଁ। ଯେଉଁ ନିଆଁ … Continue reading ଓ୍ଵାକଫ୍ ନିଆଁ: ପ୍ରଭାତ କହିଲେ ମୁଖ୍ୟ ଖଳନାୟକ ପାଣ୍ଡିଆନ