ଓ୍ଵାକଫ୍ ବିଲ୍ ଲଢ଼େଇ: କିଏ ସପକ୍ଷରେ, କିଏ ବିପକ୍ଷରେ ଓ ବିଜେପି ଏହାକୁ ଆଗକୁ ବଢ଼ାଇପାରିବ କି?

Waqf Bill: ବିବାଦୀୟ ଓ୍ଵାକଫ୍ (ସଂଶୋଧନ) ବିଲ୍-୨୦୨୪କୁ ଆଜି ଲୋକସଭାରେ ପୁନର୍ବାର ଆଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ।  ୱାକଫ (ସଂଶୋଧନ) ବିଲ୍ ୨୦୨୪କୁ ନେଇ ଏନଡିଏ ଓ ବିଜେପି ମଧ୍ୟରେ ଜୋରଦାର ମୁହାଁମୁହିଁ ହେବାକୁ ଯାଉଥିବା ବେଳେ ଆଜି ଲୋକସଭାରେ ହଙ୍ଗାମା ହେବାକୁ ଯାଉଛି । ୧୯୯୫ ର ୱାକଫ୍ ଆଇନରେ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ ଆସିଥିବା ଏହି ବିଲ୍ ପ୍ରଶ୍ନକାଳ ପରେ ଉପସ୍ଥାପିତ ହେବ ଏବଂ ଏହା ପରେ ୮ ଘଣ୍ଟିଆ ବିତର୍କ ହେବ, … Continue reading ଓ୍ଵାକଫ୍ ବିଲ୍ ଲଢ଼େଇ: କିଏ ସପକ୍ଷରେ, କିଏ ବିପକ୍ଷରେ ଓ ବିଜେପି ଏହାକୁ ଆଗକୁ ବଢ଼ାଇପାରିବ କି?