୧୨ ଘଣ୍ଟ ମାରାଥନ ବିତର୍କ ପରେ ଲୋକସଭାରେ ପାରିତ ହେଲା ୱାକଫ୍ (ସଂଶୋଧନ) ବିଲ୍

Waqf Bill: ଲୋକସଭାରେ ପ୍ରବଳ ହଟ୍ଟଗୋଳ ପରେ ଓ୍ଵାକଫ୍ (ସଂଶୋଧନ) ବିଲ୍ ୨୦୨୫ ପାରିତ ହୋଇଛି ଏବଂ ଏବେ ରାଜ୍ୟସଭାରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ୧୨ ଘଣ୍ଟାର ମାରାଥନ ବିତର୍କ, ସରକାର ଓ ବିରୋଧୀଙ୍କ ମଧ୍ୟରେ ବାରମ୍ବାର ଦାବି ଓ ଖଣ୍ଡନ ଏବଂ ଏକାଧିକ ପ୍ରଶ୍ନ ଉପରେ ମତଦାନ – ୱାକଫ (ସଂଶୋଧନ) ବିଲ୍, ୨୦୨୫ ଶେଷରେ ଗୃହୀତ ହେବା ପୂର୍ବରୁ ଲୋକସଭାରେ ଏକ ବିରାଟ ନାଟକ ଦେଖିବାକୁ ମିଳିଥିଲା । ସପକ୍ଷରେ ୨୮୮ ଓ … Continue reading ୧୨ ଘଣ୍ଟ ମାରାଥନ ବିତର୍କ ପରେ ଲୋକସଭାରେ ପାରିତ ହେଲା ୱାକଫ୍ (ସଂଶୋଧନ) ବିଲ୍