ଓ୍ଵାକଫ୍ ସଂଶୋଧନ ବିଲ୍: ବିଜେଡିର ୟୁ-ଟର୍ଣ୍ଣ; ବିବେକ ଅନୁସାରେ ଭୋଟ୍ ଦେବାକୁ ଆହ୍ୱାନ

BJD: ବିଜେଡି ଘୋଷଣା କରିଛି ଯେ ରାଜ୍ୟସଭା ସାଂସଦମାନେ ଦଳୀୟ ହ୍ୱିପ୍ ବିନା ନିଜ ବିବେକ ଆଧାରରେ ଓ୍ଵାକଫ୍ ସଂଶୋଧନ ବିଲ୍ ଉପରେ ଭୋଟ୍ ଦେବେ। ୱାକଫ୍‍ ସଂଶୋଧନ ବିଲ୍ ବିରୋଧରେ ମତଦାନରୁ ଓହରିଯିବ ବୋଲି ପ୍ରଥମେ କହୁଥିବା ବିଜୁ ଜନତା ଦଳ ୟୁଟର୍ଣ୍ଣ ନେଇଛି। ବିଜେହି କହିଛି ଯେ ୱାକଫ୍‍ ସଂଶୋଧନ ବିଲ୍ ଉପରେ ଭୋଟ୍‍ ନିଷ୍ପତ୍ତି ସାଂସଦଙ୍କ ବିବେକ ଉପରେ ଛାଡ଼ି ଦିଆଯାଇଛି। ରାଜ୍ୟସଭାରେ ଦଳର ସମସ୍ତ ସଦସ୍ୟ ଏହି ବିଲ୍‍କୁ ବିରୋଧ କରିବେ … Continue reading ଓ୍ଵାକଫ୍ ସଂଶୋଧନ ବିଲ୍: ବିଜେଡିର ୟୁ-ଟର୍ଣ୍ଣ; ବିବେକ ଅନୁସାରେ ଭୋଟ୍ ଦେବାକୁ ଆହ୍ୱାନ