ୱାକଫ୍‍ ରାଜନୀତି: ବିଜେଡିରେ ସଂଖ୍ୟାଲଘୁ ବିଭାଜନ

ରାଜ୍ୟର ମୁଖ୍ୟ ବିରୋଧିଦଳ ବିଜୁ ଜନତା ଦଳରେ ଏବେ କିଏ କୁଆଡ଼େ ତାହାର କିଛି ଖୋଜଖବର ନାହିଁ। କେଉଁଠି ଶୃଙ୍ଖଳା, କେଉଁଠି ବିଶୃଙ୍ଖଳା ତାହାର ହିସାବ ବି କେହି ରଖୁ ନାହାନ୍ତି। ବାପା-ମା’ ଛେଉଣ୍ଡ ହେଲାପରି ରାଜ୍ୟରେ ଯେମିତି କେନ୍ଦ୍ରରେ ବି ସେମିତି ବୁଲୁଛି ବିଜୁ ଜନତା ଦଳ। ଅର୍ଥାତ୍‍ ନେତାଙ୍କ ନେତା କିଏ ତାହା ରହିଛି ଅସ୍ପଷ୍ଟ। ଏପରିକି ରାଜ୍ୟର ସଂଖ୍ୟାଲଘୁଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ଗଢ଼ା ହୋଇଥିବା ବିଜେଡି ସଂଖ୍ୟାଲଘୁ ସେଲରେ ବି ବିଭାଜନ … Continue reading ୱାକଫ୍‍ ରାଜନୀତି: ବିଜେଡିରେ ସଂଖ୍ୟାଲଘୁ ବିଭାଜନ