ଓ୍ଵାକଫ୍ ବିଲ୍, ନବୀନ ପଟ୍ଟନାୟକ ସ୍ପଷ୍ଟ କରନ୍ତୁ: ପ୍ରଫୁଲ୍ଲ ଘଡେଇ

ଓ୍ଵାକଫ୍ ସଂଶୋଧନ ବିଲ୍କୁ ନେଇ ବିଜୁ ଜନତା ଦଳ ଆଭ୍ୟନ୍ତରୀଣ ସଙ୍କଟ ବଢ଼ୁଥିବାବେଳେ ମତଦାନ ସମୟରେ ହଠାତ୍ ଦଳର ଆଭିମୁଖ୍ୟ ବଦଳିବା ନେଇ ଦଳର ବରିଷ୍ଠ ନେତାମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହି ବିଲ୍ ବିବାଦ ଏବେ ଦଳ ଭିତରେ ରାଜନୈତିକ ଝଡ଼ ସୃଷ୍ଟି କରିଥିବାବେଳେ ଅନେକ ଶୀର୍ଷ ନେତା ନେତୃତ୍ୱଙ୍କ ଠାରୁ ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଦାବି କରିଛନ୍ତି। ଦଳର ଆଭିମୁଖ୍ୟରେ ଅସଙ୍ଗତିକୁ ନେଇ ତୀବ୍ର ପ୍ରଶ୍ନ ଉଠାଇଥିବା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡେଇ … Continue reading ଓ୍ଵାକଫ୍ ବିଲ୍, ନବୀନ ପଟ୍ଟନାୟକ ସ୍ପଷ୍ଟ କରନ୍ତୁ: ପ୍ରଫୁଲ୍ଲ ଘଡେଇ