ଭୋଟରଙ୍କ ‘ମାଗଣା’ ଲୋଭ,ଦିନେ ଭାରତର ଅର୍ଥବ୍ୟବସ୍ଥାକୁ ଧ୍ୱଂସ କରିଦେବ
ଭାରତ ସ୍ୱାଧିନ ହେବା ପରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଆଶଙ୍କା ଥିଲା ଯେ, ଗୋଟିଏ ଅଶିକ୍ଷିତ ରାଷ୍ଟ୍ରରେ ଗଣତନ୍ତ୍ର କେତେ ସଫଳ ହେବ? ଆରମ୍ଭରୁ ପାଶ୍ଚାତ୍ୟ ରାଜନୈତିକ ବିଶେଷଜ୍ଞ ଭାରତରେ ଗଣତନ୍ତ୍ରର ଅପମୃତ୍ୟୁର ଭବିଷ୍ୟବାଣୀ କରିଥିଲେ। କିନ୍ତୁ ସେମାନଙ୍କ ଆଶଙ୍କାକୁ ଅମୁଳକ ସାବ୍ୟସ୍ତ କରି ଭାରତରେ ଗଣତନ୍ତ୍ର ୭୦ ବର୍ଷରୁ ଅଧିକ ବର୍ଷ ଧରି ଛିଡ଼ା ହୋଇଛି ଓ ଶସକ୍ତ ହେଉଛି। ଯେଉଁମାନେ ଦିନେ ଭାରତରେ ଗଣତନ୍ତ୍ରର ସ୍ଥାୟିତ୍ୱକୁ ନେଇ ସନ୍ଦେହରେ ଥିଲେ ଏବେ ସେମାନେ ଭାରତକୁ ବୃହତ୍ତମ … Continue reading ଭୋଟରଙ୍କ ‘ମାଗଣା’ ଲୋଭ,ଦିନେ ଭାରତର ଅର୍ଥବ୍ୟବସ୍ଥାକୁ ଧ୍ୱଂସ କରିଦେବ
Copy and paste this URL into your WordPress site to embed
Copy and paste this code into your site to embed