Vladimir putin hails narendra modi india first stance former diplomat doubts? ।। ପୁତିନଙ୍କ ପ୍ରଶଂସା କାହିଁକି ଭାରତର କରିପାରେ କ୍ଷତି? ଜାଣନ୍ତୁ

ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‍ ଲଗାଇଛି । ଏହି ପରିପ୍ରେକ୍ଷୀରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ବୁଦ୍ଧିମାନ ନେତା ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ନିଜ ଦେଶ ବିଷୟରେ ଚିନ୍ତା କରନ୍ତି । ପୁତିନଙ୍କ ଏହି ବୟାନ ପୂର୍ବତନ ଭାରତୀୟ କୂଟନୈତିକଙ୍କୁ ପସନ୍ଦ ଆସିନାହିଁ ଏବଂ ସେମାନେ ଦାବି କରିଛନ୍ତି ଯେ ପୁତିନଙ୍କ ଏଭଳି ବୟାନ … Continue reading Vladimir putin hails narendra modi india first stance former diplomat doubts? ।। ପୁତିନଙ୍କ ପ୍ରଶଂସା କାହିଁକି ଭାରତର କରିପାରେ କ୍ଷତି? ଜାଣନ୍ତୁ