ବିବେକାନନ୍ଦ ଯୁବ ସମାଜକୁ ଅସ୍ମିତା ଉପରେ ଗର୍ବ କରିବା ଶିଖାଇଥିଲେ

ଯୁବ ସମାଜ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ଜାଣିବା ଓ ଏହାର ପ୍ରଚାର ପ୍ରସାର କରିବା ଆବଶ୍ୟକ; ମୁଖ୍ୟମନ୍ତ୍ରୀ ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବଂର ଏକ ଚିରଞ୍ଜୀବୀ ଚେତନା । ଏହି ନାମ ଏକ ଅତୁଳନୀୟ ଆଦର୍ଶ ଓ ଆଧ୍ୟତ୍ମିକତା ମାଧ୍ୟମରେ ଜୀବନବୋଧକୁ ଉପଲବ୍ଧି କରିବାର ପବିତ୍ର ଓଁକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ଯୁବ ଦିବସ ପାଳନ ଅବସରରେ କହିଛନ୍ତି । ଭୁବନେଶ୍ୱର ରାମକୃଷ୍ଣ ମିଶନ … Continue reading ବିବେକାନନ୍ଦ ଯୁବ ସମାଜକୁ ଅସ୍ମିତା ଉପରେ ଗର୍ବ କରିବା ଶିଖାଇଥିଲେ