Vishnu Hypersonic Missile Nightmare For Pakistan And China।। DRDOର ପ୍ରୋଜେକ୍ଟ ବିଷ୍ଣୁ,ହେବାକୁ ଯାଉଛି ପାକିସ୍ତାନ ଓ ଚୀନା ପାଇଁ କାଳ

ଏହା ବିଶ୍ୱର ସବୁଠାରୁ ଘାତକ ମିସାଇଲମାନଙ୍କ ମଧ୍ୟରୁ ଗୋଟିଏ। ଏହା ଆଖି ପଲକ ପଡ଼ିବା ଭିତରେ ତିନି କିଲୋମିଟର ଦୂରତା ଅତିକ୍ରମ କରିପାରେ। କୌଣସି ରାଡାର କିମ୍ବା ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ଅଟକାଇ ପାରିବ ନାହିଁ। ଏହାକୁ ଏସିଆରେ ସବୁଠାରୁ ବଡ଼ ଗେମଚେଞ୍ଜର ବୋଲି ବିବେଚନା କରାଯାଉଛି। ଏହା ହେଉଛି ରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ର ପ୍ରୋଜେକ୍ଟ ବିଷ୍ଣୁ। ପ୍ରକୃତରେ, DRDO ଅଧୀନରେ ଭାରତର ପ୍ରସ୍ତାବିତ ହାଇପରସୋନିକ ମିସାଇଲ ବିକାଶ କାର୍ଯ୍ୟକ୍ରମକୁ ଆଗେଇ … Continue reading Vishnu Hypersonic Missile Nightmare For Pakistan And China।। DRDOର ପ୍ରୋଜେକ୍ଟ ବିଷ୍ଣୁ,ହେବାକୁ ଯାଉଛି ପାକିସ୍ତାନ ଓ ଚୀନା ପାଇଁ କାଳ