ବିନା ଭିସାରେ ବୁଲନ୍ତୁ ବିଶ୍ୱର ଏହି ସୁନ୍ଦର ଦେଶ…

Visa Free Entry: ବିଶ୍ୱରେ ଭାରତୀୟ ପାସପୋର୍ଟର ବ୍ୟବହାର ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ବିଦେଶ ଯାତ୍ରା କରିବାକୁ ଯୋଜନା କରୁଥିବା ଭାରତୀୟ ଏହାର ଲାଭ ଉଠାଇ ପାରିବେ । ସାରା ବିଶ୍ୱରେ ପାସପୋର୍ଟ ତାଲିକାରେ ଭାରତ ୮୦ ତମ ସ୍ଥାନରେ ପହଞ୍ଚିଛି ଏବଂ ବର୍ତ୍ତମାନ ଭାରତୀୟ ନାଗରିକମାନେ ଭିସା ବିନା ୬୨ଟି ଦେଶରେ ପ୍ରବେଶ କରିପାରିବେ। ଏହି ତାଲିକାରେ ଥାଇଲାଣ୍ଡଠାରୁ ଆରମ୍ଭ କରି ମାଳଦ୍ବୀପ, ଇଣ୍ଡୋନେସିଆ, ମାଲେସିଆ ପ୍ରଭୃତି ଅନେକ ଦେଶ ରହିଛି … Continue reading ବିନା ଭିସାରେ ବୁଲନ୍ତୁ ବିଶ୍ୱର ଏହି ସୁନ୍ଦର ଦେଶ…