ବିରାଟଙ୍କ ବିଶ୍ୱ ରେକର୍ଡ! || Virat’s world record!

କୁହାଯାଏ “Records are meant to be broken”, କିନ୍ତୁ କିଛି ରେକର୍ଡ ଏମିତି ଥାଏ ଯାହା ପାଖରେ ପହଞ୍ଚିବା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ପାଲଟିଯାଏ। ଆଜି ଆମେ ଏମିତି ଜଣେ ଖେଳାଳିଙ୍କ ବିଷୟରେ କଥା ହେବା, ଯିଏ ପଡ଼ିଆକୁ ଓହ୍ଲାଇଲେ କେବଳ ରନ୍ ବର୍ଷା ହୁଏନି, ବରଂ ନୂଆ ନୂଆ ଇତିହାସ ଲେଖାଯାଏ। ସେ ହେଉଛନ୍ତି ‘କିଙ୍ଗ’ ବିରାଟ କୋହଲି! ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋହଲି ଏମିତି ଏକ ବିଶ୍ୱ ରେକର୍ଡ କରିଛନ୍ତି, ଯାହା … Continue reading ବିରାଟଙ୍କ ବିଶ୍ୱ ରେକର୍ଡ! || Virat’s world record!