କୋହଲିଙ୍କୁ ଦେଖିବା ପାଇଁ ପାଗଳ ହେଲେ ଫ୍ୟାନ୍ସ, ହେଲେ ଏତେ ଆହତ…
Virat Kohli Ranji Traphy: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ପ୍ରାୟ ୧୩ ବର୍ଷ ପରେ ରଣଜୀ ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି। କୋହଲି ଦିଲ୍ଲୀ ଦଳ ପକ୍ଷରୁ ଖେଳୁଛନ୍ତି। ଗୁରୁବାର (ଜାନୁଆରୀ ୩୦) ଅର୍ଥାତ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରେଳବାଇ ବିପକ୍ଷରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା। ଦିଲ୍ଲୀ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି। ଏପରି ସ୍ଥିତିରେ କୋହଲିଙ୍କୁ ଦେଖି ପ୍ରଶଂସକମାନେ ପାଗଳ ହୋଇଯାଇଥିଲେ, ଫଳରେ କିଛି … Continue reading କୋହଲିଙ୍କୁ ଦେଖିବା ପାଇଁ ପାଗଳ ହେଲେ ଫ୍ୟାନ୍ସ, ହେଲେ ଏତେ ଆହତ…
Copy and paste this URL into your WordPress site to embed
Copy and paste this code into your site to embed