ଭୁବନେଶ୍ୱର ଏୟାରପୋର୍ଟରେ ସିକ୍ୟୁରିଟି ଭାଙ୍ଗି ମହିଳା ଫ୍ୟାନଙ୍କୁ ଆଲିଙ୍ଗନ କଲେ କୋହଲି, ଭିଡିଓ ହେଲା ଭାଇରଲ
ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜର ୩ୟ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ଅହମଦାବାଦରେ ପହଞ୍ଚିସାରିଛି । ୩ୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ । ତେବେ ଏହାରି ମଧ୍ୟରେ ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ ଏୟାରପୋର୍ଟରେ ଜଣେ ମହିଳାଙ୍କୁ ଆଲିଙ୍ଗନ କରୁଛନ୍ତି । ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆ ଭୁବନେଶ୍ବରରୁ ଅହମଦାବାଦକୁ ଉଡ଼ାଣ ଭରିଥିଲା । … Continue reading ଭୁବନେଶ୍ୱର ଏୟାରପୋର୍ଟରେ ସିକ୍ୟୁରିଟି ଭାଙ୍ଗି ମହିଳା ଫ୍ୟାନଙ୍କୁ ଆଲିଙ୍ଗନ କଲେ କୋହଲି, ଭିଡିଓ ହେଲା ଭାଇରଲ
Copy and paste this URL into your WordPress site to embed
Copy and paste this code into your site to embed