Virat creates a stir in world cricket, becomes number 1 batsman in ODI rankings || ବିଶ୍ୱ କ୍ରିକେଟରେ ହଇଚଇ ସୃଷ୍ଟି କଲେ ବିରାଟ, ଓଡିଆଇ ରାଙ୍କିଙ୍ଗରେ ନମ୍ବର ୧ ବ୍ୟାଟସମ୍ୟାନ୍

ରାଜା ଫେରିଛନ୍ତି, ବିରାଟ କୋହଲି ପୁଣି ଥରେ ଓଡିଆଇ କ୍ରିକେଟରେ ନିଜର ଶ୍ରେଷ୍ଠତା ହାସଲ କରିଛନ୍ତି। ଆଇସିସି ଓଡିଆଇ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୧ ବ୍ୟାଟସମ୍ୟାନ ହୋଇଛନ୍ତି। ୧,୪୦୩ ଦିନ ପରେ, କିଙ୍ଗ କୋହଲି ପୁଣି ଥରେ ଓଡିଆଇରେ ବିଶ୍ୱର ନମ୍ବର ୧ ବ୍ୟାଟସମ୍ୟାନ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ କୋହଲିଙ୍କ ୯୧ ବଲ୍ ରୁ ୯୩ ରନ ଭାରତୀୟ ଦଳକୁ ରନ ଚେଜ୍ କରିବାରେ ସାହାଯ୍ୟ କରିଥିଲା ​​ଏବଂ ତାଙ୍କୁ ପ୍ଲେୟାର … Continue reading Virat creates a stir in world cricket, becomes number 1 batsman in ODI rankings || ବିଶ୍ୱ କ୍ରିକେଟରେ ହଇଚଇ ସୃଷ୍ଟି କଲେ ବିରାଟ, ଓଡିଆଇ ରାଙ୍କିଙ୍ଗରେ ନମ୍ବର ୧ ବ୍ୟାଟସମ୍ୟାନ୍