ତାମିଲନାଡୁରେ ବିଜୟଙ୍କ ବିଜୟ-ଗାଥା ଏବଂ ଦ୍ରାବିଡ଼ ସାମ୍ରାଜ୍ୟର ପତନ || Vijay’s victory saga and the fall of the Dravidian Empire in Tamil Nadu

ଆଜି ତାମିଲନାଡୁ ରାଜନୀତିରେ ଏକ ନୂଆ ସୂର୍ଯ୍ୟୋଦୟ ହୋଇଛି। ଯେଉଁଠାରେ ବଡ଼ ବଡ଼ ରାଜନୈତିକ ବିଶ୍ଳେଷକମାନେ ଫେଲ୍ ମାରିଛନ୍ତି, ସେଠାରେ ସୁପରଷ୍ଟାର ବିଜୟ ନିଜର ଶକ୍ତି ଦେଖାଇଛନ୍ତି। ୫୦ ବର୍ଷର ଦ୍ରାବିଡ଼ ଶାସନକୁ ଚ୍ୟାଲେଞ୍ଜ କରି ବିଜୟଙ୍କ TVK ଆଜି କ୍ଷମତା ଦଖଲ କରିବାକୁ ଯାଉଛି। କିନ୍ତୁ ପ୍ରଶ୍ନ ଉଠୁଛି— କାହିଁକି DMK ଏବଂ AIADMK ଭଳି ଶକ୍ତିଶାଳୀ ଦଳ ଫେଲ୍ ମାରିଲେ? କିପରି ଜଣେ ଅଭିନେତା ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏବଂ ଉଦୟନିଧିଙ୍କ ଗଡ଼କୁ ଭାଙ୍ଗିଦେଲେ?  ଆଜିର … Continue reading ତାମିଲନାଡୁରେ ବିଜୟଙ୍କ ବିଜୟ-ଗାଥା ଏବଂ ଦ୍ରାବିଡ଼ ସାମ୍ରାଜ୍ୟର ପତନ || Vijay’s victory saga and the fall of the Dravidian Empire in Tamil Nadu