ଏହି ତାରିଖରେ ବିବାହ କରିବେ ରଶ୍ମିକା ଓ ବିଜୟ ଦେବରକୋଣ୍ଡା ।। Vijay-Rashmika Wedding

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ବିଜୟ ଦେବର କୋଣ୍ଡା ଓ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ବିବାହକୁ ନେଇ ଚର୍ଚ୍ଚା ଆଉ ତିବ୍ର ହୋଇଛି। ସୋସିଆଲ ମିଡିଆରେ ସେମାନଙ୍କ ବିବାହ ରିସେପ୍ସନ କାର୍ଡ ଲିକ୍ ହୋଇଥିବା କଥା ସାମ୍ନାକୁ ଆସିବା ପରେ ଉତ୍ସୁକତା ବଢ଼ିଛି। ଯଦିଓ ଦୁହେଁ ପକ୍ଷରୁ ଏନେଇ କୌଣସି ଆଧିକାରିକ ଘୋଷଣା ହୋଇନାହିଁ, ତଥାପି ଫେବୃଆରୀ ୨୬ରେ ବିବାହ ହେବ ବୋଲି ଖବର ଚାଲିଛି। ସୂଚନା ଅନୁସାରେ, ଏହି ଦମ୍ପତି ହାଇଦ୍ରାବାଦରେ ବିବାହ କରିବେ … Continue reading ଏହି ତାରିଖରେ ବିବାହ କରିବେ ରଶ୍ମିକା ଓ ବିଜୟ ଦେବରକୋଣ୍ଡା ।। Vijay-Rashmika Wedding