Vijay Kumar Malhotra’s death ।। ବିଜୟ କୁମାର ମଲହୋତ୍ରାଙ୍କ ଦେହାନ୍ତ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଜୟ କୁମାର ମଲହୋତ୍ରାଙ୍କ ଦେହାନ୍ତ ହୋଇଛି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୩ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ବିଜୟ ମଲହୋତ୍ରା ପାଞ୍ଚ ଥର ସାଂସଦ ଏବଂ ଦୁଇ ଥର ବିଧାୟକ ଥିଲେ । ତାଙ୍କୁ ଦିଲ୍ଲୀ ବିଜେପିର ଜଣେ ଅଭିଜ୍ଞ ନେତା ଭାବରେ ବିବେଚନା କରାଯାଉଥିଲା । ୨୦୦୮ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ମନୋନୀତ କରିଥିଲା । … Continue reading Vijay Kumar Malhotra’s death ।। ବିଜୟ କୁମାର ମଲହୋତ୍ରାଙ୍କ ଦେହାନ୍ତ