ଦିନକୁ ଧରାପଡୁଛନ୍ତି ଜଣେ ଦୁର୍ନୀତିଗ୍ରସ୍ତ ବାବୁ। ବିଏମସି ଇଂଜିନିୟର ପରେ ଧରାପଡ଼ିଛନ୍ତି ଡେପୁଟି ରେଞ୍ଜର। ଜଙ୍ଗଲ ବିଭାଗ ବାବୁଙ୍କ ଧନ ଦେଖି ଅଧିକାରୀ ହେଲେ ଆଶ୍ଚର୍ଯ୍ୟ। ଜୟପୁର ବନଖଣ୍ଡ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଚଢାଉ କରିଥିବା ବେଳେ ଟଙ୍କା ଗଣି ଗଣି ହାଲିଆ ହେଲେଣି ଅଧିକାରୀ। ଆଜି ଭିଜିଲାନ୍ସ ୬ଟି ସ୍ଥାନରେ ଚଢାଉ କରିଥିବା ବେଳେ ମିଳିଛି ଦେଢ କୋଟି ଟଙ୍କା ସହ ଅଧା କିଲୋ … Continue reading Vigilance Unearths Rs 1.44 Crore Cash, Gold in Raid on Jeypore Deputy Ranger ।। କାବୁ ହେଲେ ବାବୁ : ନଗଦ ଉଦ୍ଧାର ୧.୫୦ କୋଟି ଟଙ୍କା
Copy and paste this URL into your WordPress site to embed
Copy and paste this code into your site to embed