Vice President Election in India ।। ଜଣେ ବି ମହିଳା ଉପରାଷ୍ଟ୍ରପତି ନାହାଁନ୍ତି, ମୁସଲମାନମାନେ ୩ଥର ଜିତିଛନ୍ତି

ମଙ୍ଗଳବାର, ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ସିପି ରାଧାକୃଷ୍ଣନ ଇଣ୍ଡିମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ରାଜ୍ୟସଭା ମହାସଚିବ ପିସି ମୋଦିଙ୍କ ଅନୁଯାୟୀ, ସିପି ରାଧାକୃଷ୍ଣନ ୪୫୨ ଭୋଟ୍‍ ପାଇଥିବାବେଳେ ବି. ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ୍‍ ପାଇଛନ୍ତି। ଆସନ୍ତୁ ଜାଣିବା … Continue reading Vice President Election in India ।। ଜଣେ ବି ମହିଳା ଉପରାଷ୍ଟ୍ରପତି ନାହାଁନ୍ତି, ମୁସଲମାନମାନେ ୩ଥର ଜିତିଛନ୍ତି